Quiz Opens Every Satarday 8 AM Onwards

Next Quiz Live In

Days
Hours
Minutes
Seconds
Quiz Live Now

IMPORTANT

ପ୍ରିୟ ଆତ୍ମୀୟ ସ୍ୱଜନ 
 ସମସ୍ତଙ୍କୁ ସାଦର ଅଭିନନ୍ଦନ ଓ ପ୍ରଣାମ। ଆମର ନୂତନ ପିଢ଼ି କୁ ଏକ ନୂତନ ଦିଗ ଦର୍ଶନ ଦେବା ତଥା ଭାରତୀୟ  ସଂସ୍କୃତି ,ପରମ୍ପରା , ଇତିହାସ ଓ ଭାରତୀୟ  ଜ୍ଞାନ- ବିଜ୍ଞାନ  କୁ ଅବଗତ କରାଇବା ନିମନ୍ତେ ଅକ୍ଟୋବର ମାସ ର  ଅନଲାଇନ ବାଳ ସଂସ୍କାର କୁଇଜ୍ ପ୍ରତିଯୋଗୀତା ଆସନ୍ତା ତା ୧୪/୧୦/୨୦୨୩ ଦ୍ୱିତୀୟ ଶନିବାର ଦିନ ମଧ୍ୟାହ୍ନ ୧୨ ଟା ରୁ ଅନୁଷ୍ଠିତ ହେବ ତେଣୁ ୧୨ ଟା ରେ ଲିଙ୍କ ଛଡ଼ା ଯିବ।ଏଥର କୁଇଜ୍ ରେ ମହାତ୍ମା ଗାନ୍ଧୀ  , ଲାଲବହାଦୁର ଶାସ୍ତ୍ରୀ ଙ୍କ ଜୀବନୀ ବିଷୟ ରେ ତଥା ଦଶହରା ,ନବରାତ୍ରୀ ଏବଂ ମାଆ ଆଦିଶକ୍ତି ଗାୟତ୍ରୀ ତଥା ମା ଦୁର୍ଗା ଙ୍କ ବିଷୟରେ ରହିଅଛି।ଏଥିରେ ଉପରୋକ୍ତ ବିଷୟ ସମ୍ବନ୍ଧିତ ଆଧ୍ୟାତ୍ମିକ,ସଂସ୍କାର, ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପତ୍ର ଗୁଡ଼ିକ ଆସିବ।

 କୁଇଜ୍ ର  ନିୟମାବଳୀ ଏବଂ ନିର୍ଦ୍ଦେଶ  

ଆପଣଙ୍କ ଗ୍ରୁପରେ ମାସର ପ୍ରତ୍ୟେକ  ଦ୍ୱିତୀୟ ଶନିବାର ଦିନ ମଧ୍ୟାହ୍ନ ୧୨ ଟା ରେ ଲିଙ୍କ ପଠା ଯିବା।ଲିଙ୍କ ଟଚ୍ କଲା ମାତ୍ରେ ପ୍ରଶ୍ନ ପତ୍ର ଖୋଲିବ।
 👉 ଏଥିରେ ମାତ୍ର ୬ ରୁ ୧୪ ବର୍ଷ ବୟସର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ପାରିବେ। 
👉:ପ୍ରଶ୍ନପତ୍ର ରେ ପ୍ରଥମେ ପ୍ରତିଯୋଗୀଙ୍କ ପୁରା ନାମ ଏବଂ କ୍ଲାସ, ମୋବାଇଲ୍ ନମ୍ବର ଓ ଠିକଣା   ଦେବା ଅନିବାର୍ଯ୍ୟ। 
👉 ମୋଟ୍ ୨୪ ଟି ପ୍ରଶ୍ନ ର ଉତ୍ତର ଦେବାକୁ ହେବ। 
👉 ସମସ୍ତ ପ୍ରଶ୍ନ ର ଉତ୍ତରmultiple choice ରୁ ହିଁ ବାଛିବାକୁ ପଡ଼ିବ। 
👉*ପ୍ରତିଯୋଗୀ ଗୋଟିଏ ଥର ହିଁ attempt କରିପାରିବେ 
👉 ସମୟ ସୀମା ମାତ୍ର ୩୫ମିନିଟ୍ ।
👉 ପ୍ରଶ୍ନ ପତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷା ରେ ଆସିବ। 
👉 ପ୍ରଶ୍ନ ର ଉତ୍ତର ଦେବା ସାଙ୍ଗେ ସାଙ୍ଗେ ଆପଣଙ୍କୁ ଉତ୍ତର submit କରିବାକୁ ପଡ଼ିବ।submit କଲା ମାତ୍ରେ ଆପଣ ଙ୍କ result ପାଇଯିବେ।
ବି:ଦ୍ର: ୧୦୦ ପ୍ରତିଶତ ନମ୍ବର ହାସଲ କରିଥିବା ପ୍ରତିଯୋଗୀ ନିମ୍ନ ଲିଖିତ ନମ୍ବର ରେ ନିଜର adress details ସାଙ୍ଗରେ ଏକ ଫୋଟୋ ପଠେଇ ବା ପାଇଁ ଅନୁରୋଧ  9777343787 
 ଆୟୋଜକ 
Diya Kalahandi 
ତତ୍ତ୍ଵାବଧାନ    :   ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଓଡ଼ିଶା ଶା

Leave a Reply