Quiz Opens Every Sunday 8 AM Onwards

Next Quiz Live In

Days
Hours
Minutes
Seconds
Quiz Live Now

IMPORTANT

               ପୂଜ୍ୟ ଗୁରୁଦେବ ଙ୍କ ଦ୍ଵାରା ରଚିତ ଅଖଣ୍ଡ ଜ୍ୟୋତି ପତ୍ରିକା କୁ ନିୟମିତ ପାଠ କରୁଥିବା ସମସ୍ତ ଅଖଣ୍ଡ ଜ୍ୟୋତି ପାଠକ ମାନଙ୍କୁ ଓଡ଼ିଶା ଗାୟତ୍ରୀ ପରିବାର ହୃଦୟ ରୁ ସମ୍ମାନ ଜଣାଉଛି। ଅଖଣ୍ଡ ଜ୍ୟୋତି ପତ୍ରିକା ଗୋଟିଏ ସାଧାରଣ ପତ୍ରିକା ନୁହେଁ ବରଂ ଏହା ଆମର ଦୈନନ୍ଦିନ ଜୀବନକୁ ଉନ୍ନତ କରିବା ର ଏକ ମାର୍ଗ ଅଟେ। Diya Kalahandi ର ପ୍ରୟାସ ରେ ଗତ ଜୁଲାଇ ମାସ ଠାରୁ ପ୍ରତ୍ୟେକ ରବିବାର ଦିନ ଅନଲାଇନ୍ ଅଖଣ୍ଡ ଜ୍ୟୋତି କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇ ଆସୁଅଛି।
ବି:ଦ୍ର –
ପ୍ରତି ରବିବାର ଦିନ ସକାଳ ୮.୦୦ ଟାରୁ ସଂଧ୍ୟା ୮.୦୦ ପର୍ଯ୍ୟନ୍ତ ଲିଙ୍କ ଖୋଲା ରହିବ ।
ପ୍ରତିମାସରେ ୪ଟି *ରବିବାର* ରେ ୪ଟି ପ୍ରତିଯୋଗୀତା ହେବ ଏବଂ ପୁରା ପ୍ରଶ୍ନ ଗୁଡିକ ପୁର୍ବ ମାସର ଅଖଣ୍ଡ ଜ୍ୟୋତି ପତ୍ରିକା (ଓଡ଼ିଆ) ରୁ ହିଁ ଆସିବ
ଉଦାହରଣ ସ୍ୱରୂପ ସେପ୍ଟେମ୍ବର ମାସର ପ୍ରଶ୍ନ ଅଗଷ୍ଟ ମାସ ର ଅଖଣ୍ଡ ଜ୍ୟୋତି ପତ୍ରିକା ରୁ ହିଁ ଆସିବ।
ଏହି ମାସ ର ଅଖଣ୍ଡ ଜ୍ୟୋତି କୁଇଜ୍ ପ୍ରତିଯୋଗୀତା ପାଇଁ ଆପଣ ମାନେ ପୁର୍ବ ମାସ ର ଅଖଣ୍ଡ ଜ୍ୟୋତି ପଢନ୍ତୁ। ଅଧିକ ରୁ ଅଧିକ ଲୋକ ଭାଗ ନେବାକୁ ଅନୁରୋଧ। ଗୁରୁଦେବ ଙ୍କ ବିଚାର କୁ ଘରେ ଘରେ ପହଞ୍ଚେଇବା ଉଦ୍ଦେଶ୍ୟ ରେ ଆମର ଏହା ଏକ ଛୋଟ ପ୍ରୟାସ। ଆପଣ ମାନଙ୍କ ସାହାଯ୍ୟ ଏକାନ୍ତ କାମ୍ୟ 🙏🏼

କୁଇଜ୍ ପ୍ରତିଯୋଗୀତା ର ନିର୍ଦ୍ଦେଶାବଳୀ

ଆପଣଙ୍କ ଗ୍ରୁପରେ ପ୍ରତ୍ୟେକ ରବିବାର ଦିନ ସକାଳ ୮ ରେ ଲିଙ୍କ ପଠା ଯିବା। ଲିଙ୍କ ଟଚ୍ କଲା ମାତ୍ରେ ପ୍ରଶ୍ନ ପତ୍ର ଖୋଲିବ।କିମ୍ବା ଆପଣ ଆମ ୱେବସାଇଟ କୁ ଭିଝିଟ୍ କରି କୁଇଜ୍ ଲିଙ୍କକୁ କ୍ଲିକ୍ କରି ଏଠି ପହଞ୍ଚି ଯାଇ ପାରିବେ |

👉:ପ୍ରଶ୍ନପତ୍ର ରେ ପ୍ରଥମେ ପ୍ରତିଯୋଗୀଙ୍କ ପୁରା ନାମ ଏବଂ ମୋବାଇଲ୍ ନମ୍ବର ଓ ଠିକଣା ଦେବା ଅନିବାର୍ଯ୍ୟ। ନହେଲେ ଆପଣଙ୍କ ଉତ୍ତର କୁ ବୈଧ ମନା ଯିବ   ନାହିଁ।
👉 ମୋଟ୍ ୧୦ ଟି ପ୍ରଶ୍ନ ର ଉତ୍ତର ଦେବାକୁ ହେବ।
👉 ସମସ୍ତ ପ୍ରଶ୍ନ ର ଉତ୍ତର multiple choice ରୁ ହିଁ ବାଛିବାକୁ ପଡ଼ିବ।
👉*ପ୍ରତିଯୋଗୀ ଗୋଟିଏ ଥର ହିଁ attempt କରିପାରିବେ
👉 ସମୟ ସୀମା ମାତ୍ର ୨୦ ମିନିଟ୍ ।
👉 ପ୍ରଶ୍ନ ର ଉତ୍ତର ଦେବା ସାଙ୍ଗେ ସାଙ୍ଗେ ଆପଣଙ୍କୁ ଉତ୍ତର submit କରିବାକୁ ପଡ଼ିବ।submit କଲା ମାତ୍ରେ ଆପଣ ଙ୍କ result ପାଇଯିବେ।
👉 ଯଦି ଆପଣ ଙ୍କ ରେଜଲ୍ଟ ୧୦୦ ପ୍ରତିଶତ ଆସିଥାଏ ତାହେଲେ ସଙ୍ଗେ ସଙ୍ଗେ ଆପଣ address details ଏବଂ ଗୋଟାଏ half size photo ଟି ୯୭୭୭୩୪୩୭୮୭ ନମ୍ୱର୍ ରେ ପଠାନ୍ତୁ।
*********
ଅଖଣ୍ଡ ଜ୍ୟୋତି କୁଇଜ୍ ପ୍ରତିଯୋଗୀତା ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନଲିଖିତ ମୋବାଇଲ ନମ୍ବର ରେ ସମ୍ପର୍କ କରନ୍ତୁ।
ସମ୍ପର୍କ ସୁତ୍ର 9777343787 ,7978974858
*ନିବେଦକ:
DIYA Kalahandi

Table of Contents

Leave a Reply